Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ତୁଳସୀ କାଠ ଓ ଫାଇବରରେ ନିର୍ମିତ ଗୋଟିଏ ଇଞ୍ଚ୍ ର ରଥ

Manini Pattanayak
Browse all articles by Manini Pattanayak
·2 years ago
 ତୁଳସୀ କାଠ ଓ ଫାଇବରରେ ନିର୍ମିତ ଗୋଟିଏ ଇଞ୍ଚ୍ ର ରଥ

ଭଦ୍ରକ:  ତୁଳସୀ କାଠ ଓ ଫାଇବର ଗୋଟିଏ ଇଞ୍ଚ୍ ର ରଥ। ଏହି ରଥକୁ ନିର୍ମାଣ କରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଜଣାଶୁଣା ଶିଳ୍ପୀ ଗୋପାଲ ସାମଲ।  ତିନୋଟି ରଥ ନିର୍ମାଣର କରିଥିବା ବେଳେ  ରଥର ଉଚ୍ଚତା ଗୋଟିଏ ଇଞ୍ଚ୍ ହୋଇଥିବା ବେଳେ ତିନି ରଥ ତୁଳସୀ କାଠ ଓ ଫାଇବର ରେ ନିର୍ମାଣ କରାଯାଇଥିବା ଜଣାପଡିଛି। ଏହି ରଥ କୁ ନିର୍ମାଣ ପାଇଁ ସମୟ 8 ଘଣ୍ଟା ଲାଗିଛି । ତେବେ  5 ଏମ୍ଏମ୍ ରେ ବିଗ୍ରହ ଅଛି ରଥରେ। 

ଅଧିକ ପଢନ୍ତୁ : ବଡଦାଣ୍ଡକୁ ଓହ୍ଲାଇ ଆସିବ କାଳିଆ ସାଆନ୍ତ, ଅପେକ୍ଷାରେ ରଥ ଆଉ ଭକ୍ତ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored