Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ବାମୀର ପରକୀୟା ପ୍ରୀତି ଯୋଗୁ ଗଲା ସ୍ତ୍ରୀର ଜୀବନ

Odisha

ସ୍ବାମୀର ପରକୀୟା ପ୍ରୀତି ଯୋଗୁ ଗଲା ସ୍ତ୍ରୀର ଜୀବନ

Ritu Das
Browse all articles by Ritu Das
·1 year ago
ସ୍ବାମୀର ପରକୀୟା ପ୍ରୀତି ଯୋଗୁ ଗଲା ସ୍ତ୍ରୀର ଜୀବନ

ସ୍ୱାମୀର ପରକୀୟା ପ୍ରୀତି ଯୋଗୁ ଜଣାପଡ଼ିବାରୁ ଗଲା ସ୍ତ୍ରୀର ଜୀବନ। ନିଜ ସ୍ତ୍ରୀକୁ ଜୀବନରୁ ମାରିଦେଲା ରାକ୍ଷସ ସ୍ୱାମୀ। ଚାନ୍ଦୁଆ ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ ଅଘଟଣ। ମୃତକ ମହିଳା ହେଲେ ୨୪ବର୍ଷୀୟା ସବିତା ଭୋକ୍ତା। ଅଭିଯୁକ୍ତ ପୁରୁଷ ହେଲେ ୨୮ବର୍ଷୀୟ ଫୋତଲ ଭୋକ୍ତା। ଶୁକ୍ରବାର ବିଳମ୍ୱିତ ରାତିରେ ଘଟିଛି ଅଘଟଣା। ରାତିରେ ଖାଇବା ପରେ ଅଭିଯୁକ୍ତ ପୁରୁଷ ମୋବାଇଲରେ ଜୈନିକ ବାନ୍ଧବୀ ସହ କଥା ହେଉଥିବାର ସନ୍ଦେହ କରି ସ୍ଵାମୀ - ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ।


ପରବର୍ତ୍ତୀ ସମୟରେ ଏହା ବିରାଟ ରୂପ ନେବାରୁ ଅଭିଯୁକ୍ତ ସ୍ଵାମୀ ନିଜ ସ୍ତ୍ରୀକୁ ହାତରେ ଚାପୁଡ଼ା ମାରିଥିଲା କିନ୍ତୁ ସେଠାରେ ଚାଲିଗଲା ମହିଳାଙ୍କ ଜୀବନ। ଘଟଣା ସ୍ଥଳରେ ଚାନ୍ଦୁଆ ପୋଲିସ ପହଞ୍ଚି ମୃତଦେହ ଜବତ ସହ ଅଭିଯୁକ୍ତ ଯୁବକକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
opena-womans-life-was-ruined-due-to-her-husbands-extramarital-affair | Argus News