Cyber kabach / ଅପରେସନ ସାଇବର କବଚରେ ୧୧୦ କୋଟି ଟଙ୍କାର ଠକେଇ ,୨୦ ଜଣକୁ ଗିରଫ କଲା ପୋଲିସ
·4 months ago·2 min read

Key Points
ଅପରେସନ ସାଇବର କବଚ
୧୧୦ କୋଟି ଟଙ୍କାର ଠକେଇ,୨୦ ଜଣକୁ ଗିରଫ କଲା ପୋଲିସ
ଗିରଫ କଲା ସମ୍ବଲପୁର ପୋଲିସ

ଅପରେସନ ସାଇବର କବଚରେ ସମ୍ଵଲପୁର ପୋଲିସକୁ ମିଳିଲା ଵଡ ସଫଳତା । ୧୧୦ କୋଟି ଠକେଇ କାରବାରରେ ୨୦ ଜଣକୁ ଗିରଫ କଲା ପୋଲିସ । ୫ଜଣ ମାଷ୍ଟର ମାଇଣ୍ତ ମଧ୍ୟ ଗିରଫ । ସେପଟେ ୩୨ ଜଣ କୁ ପୋଲିସ ହେବାଜତରେ ରଖି ଅଧିକ ତଦନ୍ତ ଚଲାଇଛି । ଆଗକୁ ଆହୁରୀ ତଥ୍ୟା ସାମ୍ନାକୁ ଆସିବ ।
ସମ୍ବଲପୁର ପୋଲିସ ର ଅପରେସନ ସାଇବର କବଚରେ ବଡ ସଫଲତା । ମ୍ୟୁଲ୍ ଆକାଉଣ୍ଟ ମାମଲାରେ ସମ୍ବଲପୁର ଜିଲ୍ଲାର ୧୪ ଟି ଥାନାରେ ୫୨ ଜଣ ଅଭିଯୁକ୍ତ ପୋଲିସ ଅଟକ ରଖିଛି । ଏଥିରୁ ୨୦ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣ ମାଷ୍ଟର ମାଇଣ୍ତ ମଧ୍ୟ ଗିରଫ ଅଛନ୍ତ। ସେହିପରି ୩୨ ଜଣଙ୍କୁ ପୋଲିସ ଅଟକ ରଖିବା ସହ ନୋଟିସ କରିଛି। ଏହି ଗ୍ୟାଙ୍ଗ ୧୪୦ ଟି ବ୍ୟାଙ୍କ ଆକାଉଣ୍ଟରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୧୦ କୋଟି ୩୦ ଲକ୍ଷ ୧୮ ହଜାର ୭୭୨ ଟଙ୍କାର କାରାବାର କରି ସାଇବର ଠକେଇ କରିଛନ୍ତି । ପୋଲିସ ଏହାର ଯାଞ୍ଚ ପରେ ବତ୍ତମାନ ଆକାଉଣ୍ଟ ଗୁଡିକୁ ଫ୍ରୀଜ କରିଥିବା ଜଣାପଡିଛି। ଏହି କାରାବାର ଜାଣିବା ପରେ ସମ୍ବଲପୁର ଏସପିଙ୍କ ନିଦ୍ଦେଶକ୍ରମେ ୧୪ ଟି ପୋଲିସ ଥାନାରେ ସ୍ଵତନ୍ତ୍ର ଟିମ କରି ଏହାର ଚଢାଉ କରିଥିଲେ ।
ଏହି ସିଣ୍ତିକେଟ ଠକ ମାନେ ପ୍ରଥମେ ଲୋକ ଙ୍କୁ ମୋଟ ଅଙ୍କର ଟଙ୍କା ଦେଇ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ । ପରେ ବ୍ୟାଙ୍କ ପାସବୁକ, ଏଟିଏମ କାର୍ଡ, ମୋବାଇଲ ସିମ କାର୍ଡ ନିଜ ହେବାଜତରେ ରଖୁଥିଲେ । ସାଇବର ଠକେଇ ନେଟଓ୍ବାର୍କ ଦ୍ବାରା ସାରା ଦେଶର ବିଭିନ୍ନ ରାଜ୍ୟରୁ ସିମ କାର୍ଡ ସହ ବ୍ୟାଙ୍କ କାଗଜ ପତ୍ର ହସ୍ତାନ୍ତର କରୁଥିଲେ । ଏମାନେ ଦିନକରେ ବିଭିନ୍ନ ବ୍ୟାଙ୍କରୁ ୩୦ ରୁ ଉଦ୍ଧ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ଜଣକ ନାରେ ୫ ରୁ ଉଦ୍ଧ ଆକାଉଣ୍ଟ ରହିଛି । ସାଇବର ଠକେଇ କାରାବାର ଶେଷ ହେଲେ ସମ୍ପୁକ୍ତ ବ୍ୟାଙ୍କ ଆକାଉଣ୍ଟ କୁ ମଧ୍ୟ ବନ୍ଦ କରୁଥିବାରୁ ପୋଲିସ ସନ୍ଦେହ ଘେରକୁ ଆସିଥିଲା ।
ଏଭଲି ସାଇବର ଠକେଇ ମଧ୍ୟ ସାମିଥିବା ଅପରାଧି ମଧ୍ୟରେ କଲେଜ ଛାତ୍ର, ଦୋକାନୀ ଓ ବ୍ୟାଙ୍କ କର୍ମଚାରୀ ମଧ୍ୟ ସମ୍ପୁକ୍ତ ରହି ଗିରଫ ଥିବା ଜଣାପଡିଛି । ୩୨ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଵେଳେ ଗିରଫ ସଖ୍ୟା ବଢିଵା ସହ ଆହୁରୀ ତଥ୍ୟା ସାମ୍ନାକୁ ଆସିପାରେ ବୋଲି ଆଶଙ୍କା ରହିଛି ।
ଏଥିସହ ପଢ଼ନ୍ତୁ: ୩୫ ଜଣ ପିଲା ହାତ କାଟିଦେବା ପରେ ସ୍କୁଲ ଏବଂ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories