Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୀତି ଆୟୋଗ ବୈଠକରେ ଅପରେସନ ସିନ୍ଦୂରକୁ ପ୍ରଶଂସା

Banajyotshna Ray
Browse all articles by Banajyotshna Ray
·1 year ago
ନୀତି ଆୟୋଗ ବୈଠକରେ ଅପରେସନ ସିନ୍ଦୂରକୁ ପ୍ରଶଂସା

Key Points

ନୀତି ଆୟୋଗ ବୈଠକରେ ଅପରେସନ ସିନ୍ଦୂରକୁ ପ୍ରଶଂସା।

ନୀତି ଆୟୋଗ ବୈଠକରେ ଅପରେସନ ସିନ୍ଦୂରକୁ ପ୍ରଶଂସା । ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ନିର୍ଦ୍ଦିଷ୍ଟ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରାଗଲା ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଓ ସେନାର ପରାକ୍ରମକୁ ପ୍ରଶଂସା କରିଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ରାଜ୍ୟର ଲେଫ୍ଟନାଣ୍ଟ ଗଭର୍ଣ୍ଣର । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହୋଇଥିବାରୁ ଆହୁରି ଶକ୍ତିଶାଳୀ ହୋଇଛି ।


ଏହି ଅବରସରେ ଆତଙ୍କୀ ମୁକାବିଲା କରିବା ପାଇଁ ଦୀର୍ଘକାଳୀନ ପଦକ୍ଷେପର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ମକ୍ ଡ୍ରିଲ ମାଧ୍ୟମରେ ସିଭିଲ ଡିଫେନ୍ସକୁ ଅଧିକ କ୍ରିୟାଶୀଳ କରିବାକୁ ଆହ୍ବାନ ଦେଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
operation-sindoor-praised-at-niti-aayog-meeting | Argus News