OUJର 53 ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଆହ୍ବାନ
·1 year ago

ଅର୍ଗସ ବ୍ୟୁରୋ: OUJର 53 ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଆହ୍ବାନ । ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବାକୁ ଦାୟିତ୍ବ ନିଅନ୍ତୁ ଆଇନ ମନ୍ତ୍ରୀ । କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ କହିଲେ ଧର୍ମେନ୍ଦ୍ର । ସାମ୍ବାଦିକ ବନ୍ଧୁମାନେ ନିଜ ଉତ୍ତର ଦାୟିତ୍ବ ନିର୍ବାହ କରନ୍ତୁ । ସମ୍ବିଧାନର ଗରିମା ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।
ସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପେନସନ୍ ଦେବା ପାଇଁ ସରକାର ଦାୟିତ୍ବ ନିଅନ୍ତୁ । ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ ଓଡ଼ିଶା ସାମ୍ବାଦିକ ୟୁନିୟନର ୫୩ ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂଙ୍କ ସହ ଓୟୁଜେର ସଭାପତି ଓ ସମ୍ପାଦକଙ୍କ ସହ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: