Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁପର 100 ଟୁର୍ଣ୍ଣାମେଣ୍ଟରେ 29 ଟି ଦେଶର 3 ଶହରୁ ଉର୍ଦ୍ଧ୍ବ ଖେଳାଳି କରିବେ ଅଂଶଗ୍ରହଣ

Banajyotshna Ray
Browse all articles by Banajyotshna Ray
·1 year ago
ସୁପର 100 ଟୁର୍ଣ୍ଣାମେଣ୍ଟରେ 29 ଟି ଦେଶର 3 ଶହରୁ ଉର୍ଦ୍ଧ୍ବ ଖେଳାଳି କରିବେ ଅଂଶଗ୍ରହଣ

ଅର୍ଗସ ବ୍ୟୁରୋ:  ଆଜିଠାରୁ କଟକରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ସୁପର 100 ଟୁର୍ଣ୍ଣାମେଣ୍ଟ ରେ 29 ଟି ଦେଶର 3 ଶହରୁ ଉର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରିବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ  । bwf ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ତୃତୀୟ ଥର ପାଇଁ ଆୟୋଜିତ ହେଉଛି। ଓଡିଶାରୁ 7 ଜଣ ଖେଳାଳି ଏଥିରେ ଭାଗ ନେଉଛନ୍ତି । ଜାପାନ , ଚୀନ ଡେନମାର୍କର ଖେଳାଳି ମଧ୍ୟ ପ୍ରତିଯୋଗିତାରେ ସାମିଲ ହେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରତିଯୋଗିତାରେ ଉଭୟ ମହିଳା ସିଙ୍ଗଲ୍ସ ଓ ଡବଲ୍ସ ଥିବା ବେଳେ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ପ୍ରତିଯୋଗିତା ରହିଛି। ପ୍ରତିଯୋଗିତାରେ ବିଜେତାଙ୍କ ପାଇଁ ମୋଟ  ଅର୍ଥ ରାଶି  85 ଲକ୍ଷ ଟଙ୍କା ରଖାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Over 300 players from 29 countries will participate in the Super 100 tournament. | Argus News