୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲି ପଡ଼ିଲେ ବାପାମାଆ
·1 year ago

Key Points
ପାରିବାରିକ କଳହର କରୁଣ ପରିଣତି
୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲି ପଡ଼ିଲେ ବାପାମାଆ
ଘଟଣା ଘଟିଛି କେନ୍ଦୁଝର ଯୋଗୀମଠ ମୁଣ୍ଡା ସାହିରେ ।
୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲି ପଡ଼ିଲେ ବାପାମାଆ । କେନ୍ଦୁଝର ସଦର ଥାନା ପଦ୍ମପୁର ପଞ୍ଚାୟତ ଯୋଗୀମଠ ମୁଣ୍ଡା ସାହି ଜଙ୍ଗଲରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଦମ୍ପତି ରଇବୁ ମୁଣ୍ଡା ଓ ଗୌରୀ ମୁଣ୍ଡା । ଗତକାଲି ଉଭୟଙ୍କ ମଧ୍ୟରେ କଳହ ଲାଗିଥିଲା । ଏହା ଉଗ୍ର ରୂପ ନେବାରୁ ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସଦର ଥାନା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: