|
logo
Live

Argus News - ପ୍ୟାରିସ ବିଜେତାଙ୍କୁ ଓଡ଼ିଶା ମାଟିରେ ସମ୍ବର୍ଦ୍ଧନା

Odisha

ପ୍ୟାରିସ ବିଜେତାଙ୍କୁ ଓଡ଼ିଶା ମାଟିରେ ସମ୍ବର୍ଦ୍ଧନା

Rashmita Mishra
Browse all articles by Rashmita Mishra
·1 year ago
ପ୍ୟାରିସ ବିଜେତାଙ୍କୁ ଓଡ଼ିଶା ମାଟିରେ ସମ୍ବର୍ଦ୍ଧନା

ଅର୍ଗସ ବ୍ୟୁରୋ: ପ୍ୟାରିସ ବିଜେତାଙ୍କୁ ଓଡ଼ିଶା ମାଟିରେ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା । ଲୋକସେବା ଭବନରେ ଆୟୋଜିତ ହୋଇଥିଲା ପ୍ୟାରିସ ବିଜେତାଙ୍କ ପାଇଁ ପୁରସ୍କାର ବିତରଣ ସମାରୋହ। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତୀ ଓ କ୍ରୀଡାମନ୍ତ୍ରୀଙ୍କ ଉପସ୍ଥିତିରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ପୂର୍ବ ଘୋଷଣା ମୁତାବକ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା । ଖେଳାଳିଙ୍କୁ ବିମାନବନ୍ଦର ସ୍ବାଗତଠାରୁ ପୁରସ୍କାର ସମାରୋହ ଯାଏ ସମସ୍ତ ସଫଳ ଆୟୋଜନ ପଛରେ ବଡ଼ ଭୂମିକା ରହିଛି କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କର । ଏଭଳି ଅଭୁତପୂର୍ବ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛି ହକି ଇଣ୍ଡିଆ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ୟାରିସ ବିଜେତାଙ୍କୁ ଓଡ଼ିଶା ମାଟିରେ ସମ୍ବର୍ଦ୍ଧନା | Argus News