Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଏପ୍ରିଲରୁ ପାର୍ଟ ପ୍ଲଟ୍‌ ପଞ୍ଜୀକରଣ: ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜ୍ୟରେ ଏପ୍ରିଲରୁ ପାର୍ଟ ପ୍ଲଟ୍‌ ପଞ୍ଜୀକରଣ: ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟରେ ଏପ୍ରିଲରୁ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ। ରାଜସ୍ଵ ବିଭାଗକୁ ଡ୍ରାଫ୍ଟ ଦେଲା ନଗର ଉନ୍ନୟନ ବିଭାଗ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ମାର୍ଚ୍ଚ ଶେଷ ସୁଦ୍ଧା ଡ୍ରାଫ୍ଟକୁ ତର୍ଜମା କରି ସଂଶୋଧନ କରାଯିବ। ପରେ ମୋଡାଲିଟି ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରାଯିବ। ରାଜସ୍ଵ ହାନି ହେଉଥିବାରୁ ବିଭାଗ ଏହିଭଳି ପଦକ୍ଷେପ ନେଉଛି। ପ୍ଳଟିଙ୍ଗ ପାଇଁ ମଧ୍ୟ ନୂଆ ଗାଇଡଲାଇନ ଆସିବ। ଯେଉଁମାନେ ପ୍ଲଟ କିଣିବେ ସେମାନେ ରାସ୍ତା ଏବଂ ଆନୁସାଙ୍ଗିକ ସୁବିଧା ପାଇବେ। ଡ୍ରାଫ୍ଟକୁ ଅଧୟନ କରିବ ବିଭାଗ ଯଦି ଆବଶ୍ୟକ ହେଲେ ଯୋଡ଼ିବୁ। ରେରା ଓଡିଏ ମଧ୍ୟ ଏହାକୁ ତର୍ଜମା କରିବ।


ମାର୍ଚ୍ଚ ମାସ ସୁଦ୍ଧା ସଂଶୋଧନ ଏବଂ ସ୍ପଷ୍ଟୀକରଣ ହେବର ଆବଶ୍ୟକତା ଅଛି ପରେ ନୋଟିଫିକେସନ ହେବ। 5000 ସ୍କୋୟାର ଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ନେଇ ମୋଡାଲିଟି ପ୍ରସ୍ତୁତ କରିବାକୁ ନଗର ଉନ୍ନୟନ ବିଭାଗକୁ ଡ୍ରାଫ୍ଟ ତିଆରି କରିବାକୁ କହିଥିଲା ରାଜସ୍ବ ବିଭାଗ।ରାଜ୍ୟରେ ଏପ୍ରିଲରୁ ପାର୍ଟ ପ୍ଲଟ୍‌ ପଞ୍ଜୀକରଣ । ରାଜସ୍ବ ବିଭାଗକୁ ଡ୍ରାଫ୍ଟଦେଲା ନଗର ଉନ୍ନୟନ ବିଭାଗ ।ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଶକରି ଏପ୍ରିଲରୁ କାର୍ଯ୍ୟକାରୀ ନିଷ୍ପତ୍ତି । ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Part plot registration in the state from April | Argus News