ଓଲଟିଲା ଯାତ୍ରୀବାହୀ ବସ୍,୨୦ ଆହତ
·1 year ago

Key Points
ଡିଭାଇଡରରେ ପିଟି ହୋଇ ଓଲଟିଗଲା ବସ୍
ବସ୍ଟି ଭୁବନେଶ୍ବରରୁ ପୋଲସରା ଯାଉଥିଲା
ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିଲେ, ୨୦ଜଣ ଆହତ
ଜାତୀୟ ରାଜପଥ ୧୬ରେ ଓଲଟିଲା ଯାତ୍ରୀବାହୀ ବସ୍ । ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ନୀଳକଣ୍ଠ ବସ୍ ଓଲଟିଲା ଡିଭାଇଡରରେ ପିଟି ହୋଇ ଓଲଟିଗଲା ବସ୍ । ବସ୍ଟି ଭୁବନେଶ୍ବରରୁ ପୋଲସରା ଯାଉଥିବାବେଳେ ଘଟିଛି ର୍ଦୁଘଟଣା । ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିଲେ, ୨୦ଜଣ ଆହତ ଆହତମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: