Videos
|
Odisha

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ , ୨୨ ରୁ ଉର୍ଦ୍ଧ୍ଵ ଗୁରୁତର

Swoyang prajna Mishra
Browse all articles by Swoyang prajna Mishra
·12 months ago
ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ , ୨୨ ରୁ ଉର୍ଦ୍ଧ୍ଵ ଗୁରୁତର

Key Points

ଓଲଟିଲା ବସ୍

୨୨ରୁ ଅଧିକ ଗୁରୁତର

ଭୁବନେଶ୍ୱରୁ ପରଜଙ୍ଗ ଅଞ୍ଚଳକୁ ଯାଉଥିଲା 'ଜଗନ୍ନାଥ' ଯାତ୍ରୀବାହୀ ବସ

ଓଲଟିଲା ବସ୍ , ୨୨ରୁ ଉର୍ଦ୍ଧ୍ଵ ଆହତ । ଭୁବନେଶ୍ୱରୁ ପରଜଙ୍ଗ ଅଞ୍ଚଳକୁ ଯାଉଥିବା 'ଜଗନ୍ନାଥ' ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଖସିପଡିଛି ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓ କାଟେଣୀ ଗାଁ ନିକଟରେ ରାସ୍ତା କାର୍ଯ୍ୟ ଚାଲୁଥିବାରୁ ଡାଇଭରସନ ରୋଡ ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟି ପଡିବା ଫଳରେ ୨୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।


କାମାକ୍ଷାନଗର ଅଗ୍ନିଶମ ବାହିନୀ ଦ୍ଵାରା ସେମାନଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଉଦ୍ଧାର କରାଯାଇ କାମାକ୍ଷା ନଗର ଓ ଅଁଳାବେରିଣୀ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ବସ୍‌ରେ ପାଖାପାଖି ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Passenger bus overturns after losing balance, over 22 injured | Argus News