Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌ : ୩୪ ଆହତ

Odisha

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌ : ୩୪ ଆହତ

Ritu Das
Browse all articles by Ritu Das
·1 year ago
ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌ : ୩୪ ଆହତ

ସୁନ୍ଦରଗଡ଼ରେ ଓଲଟିଲା ଯାତ୍ରୀବାହୀ ବସ । ଡ୍ରାଇଭର ସମେତ ୩୪ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। କିଞ୍ଜିରକେଲାରୁ ସୁନ୍ଦରଗଡ଼ ଯିବା ବାଟରେ ଏହି ଦୁର୍ଘଟଣା ଘଟିଛି। କିଞ୍ଜିରକେଲା ଥାନା ତେଲେଣ୍ଡିହି ଗାଁ ନିକଟରେ ଭାରସାମ୍ୟ ହରାଇ ଉକ୍ତ ବସ୍‌ଟି ଓଲଟି ପଡ଼ିଥିଲା। ଆହତଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।


ବସ୍ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବସ୍‌ରେ ଥିବା ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି, ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତ ମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
passenger-bus-overturns-on-roadside-after-losing-balance-34-injured | Argus News