Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୃତ୍ୟ ଗୀତରେ ଦୁଲୁକୁଛି ଜାଗମରା ନିୟୁରୋଡ଼ ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago
ନୃତ୍ୟ ଗୀତରେ ଦୁଲୁକୁଛି ଜାଗମରା ନିୟୁରୋଡ଼ ରାସ୍ତା

ଅର୍ଗସ ବ୍ୟୁରୋ:  ବର୍ଷକୁ ଅନୁଷ୍ଠିତ ହେବ 12ଟି ପଥ ଉତ୍ସବ । ପ୍ରତ୍ୟେକ ମାସରେ ଗୋଟିଏ ପଥ ଉତ୍ସବ ଆୟୋଜନ ହେବା ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ତେବେ ଆଜି ଚଳିତବର୍ଷର ଦ୍ୱିତୀୟ ପଥ ଉତ୍ସବ ଆୟୋଜିତ ହୋଇଛି । ନୃତ୍ୟ ଗୀତରେ ଦୁଲୁକୁଛି ଜାଗମରା ନିୟୁରୋଡ଼ ରାସ୍ତା । ନୂଆବର୍ଷ ୨୦୨୫କୁ ଅଭିନନ୍ଦନ ଜଣାଇ ବିଏମ୍‌ସି ପକ୍ଷରୁ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ପଥ ଉତ୍ସବ।


ଶୀତୁଆ ସକାଳରେ ମତୁଆଲା ହୋଇଛନ୍ତି ଭୁବନେଶ୍ୱର ବାସୀ । ନୃତ୍ୟ ଗୀତର ସହ ବିଭିନ୍ନ ପ୍ରତିଯୋଗିତାର ମଜ୍ଜା ନେଇଛନ୍ତି ଦର୍ଶକ। କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ , ବିଏମସି ମେୟର ,ଏକାମ୍ର ବିଧାୟକଙ୍କ ସମେତ ସଚିବ ଉଷା ପାଢ଼ୀ,ବିଏମସି କମିଶନର ଓ ବିଏମସି କର୍ପୋରେଟର ମାନେ ସାମିଲ ହୋଇଥିଲେ । ଅନେକ ଯୁବପିଢ଼ୀ ଶୀତୁଆ ସକାଳରେ ନାଚ, ଗୀତର ମଜା ଉଠାଉଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Patha Utsav Hits Bhubaneswar Streets Ahead of Pravasi Bharatiya Divas | Argus News