Videos
|
Odisha

ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ପାଚେରୀ ଭୁଶୁଡ଼ିଲା

Smruti Parija
Browse all articles by Smruti Parija
·11 months ago
ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ପାଚେରୀ ଭୁଶୁଡ଼ିଲା

Key Points

ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ପାଚେରୀ ଭୁଶୁଡ଼ିଲା

ଅଳ୍ପକେ ବର୍ତ୍ତିଲେ ବସ୍‌ ଷ୍ଟପ୍‌ରେ ଛିଡ଼ା ହୋଇଥିବା ଯାତ୍ରୀ

ଲୋକେ ଭୟବିତ

ଭୁଶୁଡ଼ିଲା ପ୍ଲାନେଟୋରିୟମ୍ ପାଚେରୀ । ଭୁବନେଶ୍ବର ଆଚାର୍ଯ୍ୟ ବିହାର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ପାଚେରୀ ଭୁଶୁଡ଼ିଲା । ଅଳ୍ପକେ ବର୍ତ୍ତିଲେ ବସ୍‌ ଷ୍ଟପ୍‌ରେ ଛିଡ଼ା ହୋଇଥିବା ଯାତ୍ରୀ ।


ସେପଟେ ଆଜି ପରିବାର ସହ ଯେଉଁମାନେ ବୁଲିବାକୁ ଯାଇଥିଲେ ସୋ ଦେଖିବା ପରେ ହଠାତ୍ ପାଚେରୀ ଭୁଶୁଡି ପଡିଥିବା ଦେଖି ଭୟବିତ ହୋଇଯାଇଥିଲେ । ସେପଟେ ପାଚେରୀ ଟି ସେଠାରେ ପାର୍କିଂରେ ରଖାଯାଇଥିବା ଦୁଇ ଚକିଆ ଯାନ ଉପରେ ପଡି ଯିବାରୁ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


pathani-samanta-planetarium-wall-collapsed | Argus News