Videos
|
Odisha

ଖେଳକୁଦ ସାଙ୍ଗକୁ ନାଚଗୀତର ମଜା ନେଉଛନ୍ତି ରାଜଧାନୀବାସୀ

Smruti Parija
Browse all articles by Smruti Parija
·1 year ago
ଖେଳକୁଦ ସାଙ୍ଗକୁ ନାଚଗୀତର ମଜା ନେଉଛନ୍ତି ରାଜଧାନୀବାସୀ

Key Points

ଭୁବନେଶ୍ୱରରେ ଶୀତୁଆ ସକାଳରେ ପୁଣି ଆୟୋଜିତ ହେଲା ପଥୋତ୍ସବ ।

ଭୁବନେଶ୍ୱର: ଭୁବନେଶ୍ୱରରେ ଶୀତୁଆ ସକାଳରେ ପୁଣି ଆୟୋଜିତ ହେଲା ପଥୋତ୍ସବ । ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଖେଳକୁଦ ସାଙ୍ଗକୁ ନାଚଗୀତର ମଜା ନେଉଛନ୍ତି ରାଜଧାନୀବାସୀ । ସକାଳୁ ସକାଳୁ ଏତେ ଥଣ୍ଡା ସତ୍ତ୍ୱେ ପ୍ରବଳ ଲୋକଙ୍କ ଜନସମାଗମ ହୋଇଛି । ମାଷ୍ଟରକ୍ୟାଣ୍ଟିନ ରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଲୋକ ନାଚ ଗୀତର ମଜା ନେଉଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pathostav-returns-to-bhubaneswar | Argus News