|
logo
Live

Argus News - ୨ ସପ୍ତାହରେ ପିସିସି ସଭାପତି ଚୂଡାନ୍ତ

Odisha

୨ ସପ୍ତାହରେ ପିସିସି ସଭାପତି ଚୂଡାନ୍ତ

Rashmita Mishra
Browse all articles by Rashmita Mishra
·1 year ago
୨ ସପ୍ତାହରେ ପିସିସି ସଭାପତି ଚୂଡାନ୍ତ

ଅର୍ଗସ ବ୍ୟୁରୋ:  ଓଡିଶା ପିସିସି ସଭାପତି ପଦ ନେଇ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । ଆସନ୍ତାକାଲି ଏଆଇସିସିକୁ ରିପୋର୍ଟ ପ୍ରଦାନ କରିବେ ଦୁଇ ବରିଷ୍ଠ କଂଗ୍ରେସ ପର୍ଯ୍ୟବେକ୍ଷକ ।  ନିର୍ବାଚନ ଓ ଫଳାଫଳ ଘୋଷଣା ସରିବା ପରେ ଓଡିଶା ପିସିସି ସଭାପତି ନେଇ ଚୁଡାନ୍ତ ନିଷ୍ପତ୍ତି ନେବେ ଏଆଇସିସି। କିଏ ହେବ ପରବର୍ତ୍ତୀ ରାଜ୍ୟ କଂଗ୍ରେସ ମୁଖିଆ । ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ଆସନ୍ତାକାଲିକୁ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୨ ସପ୍ତାହରେ ପିସିସି ସଭାପତି ଚୂଡାନ୍ତ | Argus News