Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

PDS ଚାଉଳ ଚୋରା ଚାଲାଣରେ ଲମ୍ବିଛି ଲମ୍ବା ଚେର

Banajyotshna Ray
Browse all articles by Banajyotshna Ray
·1 year ago
PDS ଚାଉଳ ଚୋରା ଚାଲାଣରେ ଲମ୍ବିଛି ଲମ୍ବା ଚେର

ଗଜପତି: ଗଜପତିରେ PDS ଚାଉଳ ଚୋରା ଚାଲାଣରେ ଲମ୍ବିଛି ଲମ୍ବା ଚେର। ବିଜେଡି ନେତାଙ୍କ ଚାପରେ ଜିଲ୍ଲାପାଳ ଚେପା । ଚୋରାଚାଲାଣ ହେଉଥିବା ଗାଡିକୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ତେବେ ପୂର୍ବରୁ ମଧ୍ୟ PDS ଚାଉଳ ଚୋରାଚାଲାଣ ବେଳେ କାଶୀନଗର ବ୍ଳକରେ ଧରା ପଡ଼ିଥିଲା । ତାକୁ ମଧ୍ୟ ଛାଡ଼ି ଦେଇଥିଲେ ଜିଲ୍ଲାପାଳ । ପୁଣି ଏବେ ଚୋରାଚାଲାଣ ହେଉଥିବା ଚାଉଳକୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂଗୀନ ଅଭିଯୋଗ ଆଣିଲେ ବିଜେପି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ। ବାରମ୍ୱାର ଏଭଳି ଘଟଣା ଘଟୁଥିବାବେଳେ ତଦନ୍ତ ହେବା ଆବଶ୍ୟକ ହୋଇପଡୁଛି। PDS ଚାଉଳ ଚୋରାଚାଲାଣ ହେଉଛି, ହେଲେ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PDS rice theft smuggling has taken a huge in Gajapati update | Argus News