Videos
|
Odisha

ଜୁନ୍ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା

Jyoti Prakash Mallick
Browse all articles by Jyoti Prakash Mallick
·1 year ago
ଜୁନ୍ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା

Key Points

ଜୁନ ସୁଦ୍ଧା ୮୦ ବର୍ଷ ହୋଇଥିଲେ ମିଳିବ ୩୫୦୦ ଟଙ୍କା ଭତ୍ତା

ବୃଦ୍ଧିହେଲା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା । ୮୦ ପ୍ରତିଶତ ବା ତା’ଠାରୁ ଅଧିକ ଦିବ୍ୟାଙ୍ଗଙ୍କ ସମେତ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକଙ୍କ ଭତ୍ତା ବୃଦ୍ଧି ହୋଇଛି।


ଜୁନ ସୁଦ୍ଧା ୮୦ ବର୍ଷ ହୋଇଥିଲେ ମିଳିବ ୩୫୦୦ ଟଙ୍କା ଭତ୍ତା । ଆସନ୍ତା ଜୁନ୍ ମାସରୁ ମିଳିବ ଏହି ବର୍ଦ୍ଧିତ ଭତ୍ତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏନେଇ ସମସ୍ତ ଡିଏସଏସଓଏସଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ରାଜ୍ୟର ୪ ଲକ୍ଷ ୧୭ ହଜାର ୪୯୬ଜଣ ହିତାଧିକାରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Pensions for disabled and senior citizens increased | Argus News