Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ଘେରରେ ୫ଟି ପଞ୍ଚାୟତର ଗାଁର ଲୋକ

Banajyotshna Ray
Browse all articles by Banajyotshna Ray
·1 year ago
ପାଣି ଘେରରେ ୫ଟି ପଞ୍ଚାୟତର ଗାଁର ଲୋକ

Key Points

ବଢୁଛି ସୁବର୍ଣ୍ଣରେଖା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା

ବାଲିଆପାଳ ବ୍ଲକର ୫ଟି ପଞ୍ଚାୟତର ୩୦ରୁ ଅଧିକ ଗାଁର ଲୋକ

ବଢୁଛି ସୁବର୍ଣ୍ଣରେଖା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା । ସୁବର୍ଣ୍ଣରେଖା ନଦୀର ବନ୍ୟା ଫଳରେ ପ୍ରଭାବିତ ହୋଇଛନ୍ତି ବାଲିଆପାଳ ବ୍ଲକର ୫ଟି ପଞ୍ଚାୟତର ୩୦ରୁ ଅଧିକ ଗାଁର ଲୋକ । ବିପନ୍ନଙ୍କ ନିକଟରେ ପହଞ୍ଚି ପାରିନି ପ୍ରଶାସନ । ବାଲିଆପାଳ ବ୍ଲକ ଜାମକୁଣ୍ଡା ପଞ୍ଚାୟତର କିଛି ଗାଁର ଶତାଧିକ ଲୋକ ଜମକୁଣ୍ଡା ଲକ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି ।


ରାତିର ଅନ୍ଧାରରେ ଭୟଭୀତ ଅବସ୍ଥାରେ ରହିଛନ୍ତି ଲୋକେ । ରାତି ଯେତିକି ବଢୁଛି ଲୋକଙ୍କ ମନରେ ଭୟ ସେତିକି ବଢୁଛି। ଭୋକ ଉପାସରେ ଲୋକେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି । ବାଲେଶ୍ବର ଜିଲ୍ଲାପାଳ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହିତ ଖୁବଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
people-from-villages-in-5-panchayats-surrounded-by-water | Argus News