Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ , ୫ ଷଣ୍ଢ ମୃତ

Odisha

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ , ୫ ଷଣ୍ଢ ମୃତ

Rashmita Mishra
Browse all articles by Rashmita Mishra
·1 year ago·1 min read
ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ , ୫ ଷଣ୍ଢ ମୃତ

ଅର୍ଗସ ବ୍ୟୁରୋ: ଭଦ୍ରକ ରୁ ବାଲେଶ୍ଵର କୁ ଚାଲାଣ କରାଯାଉଥିବା ବେଳେ  ଦୃତଗତି ରେ ଆସୁଥିବା ଗାଡି ଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଇ ସ୍ଥାନୀୟ ମାଛ ବଜାର ନିକଟର ଥିବା ୫ ଟି ବାଇକ୍ ଉପରକୁ ଚଢ଼ିଯାଇଥିଲା। ଫଳରେ ଜଣେ ମାଛ ବ୍ୟବସାୟୀ ଆହତ ହେଇଛନ୍ତି। ଦୁର୍ଘଟଣା ସ୍ଥଳରେ ୫ ଷଣ୍ଢ ଙ୍କ ମୃତ୍ୟୁ ଘଟିବାକୁ କେନ୍ଦ୍ରକରି ଉଭୟ ଡ଼୍ରାଇଭର ଓ ହେଲପର ଙ୍କୁ ନିର୍ଦ୍ଧୁମ ମାଡ଼ ମାରି ଛନ୍ତି ସ୍ଥାନୀୟ ଲୋକେ । ବାଲେଶ୍ଵର ସଦର ଥାନା ଅନ୍ତର୍ଗତ ସୁନ୍ଦରୀ ନିକଟରେ ଏଭଳି ଘଟଣା ଘଟିଥିବା ବେଳେ ଉଭୟ ଡ଼୍ରାଇଭର ଓ ହେଲ୍ପର ଙ୍କୁ ସ୍ଥାନୀୟ ପୁଲିସ୍ ପହଞ୍ଚି ଥାନା ରେ ଅଟକ ରଖିଛି । ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣା ସ୍ଥଳ ରେ ସିଟି ଡି ଏସ ପି , ସଦର ଥାନା ଆଇ ଆଇ ସି । ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pickup overturns after losing balance, 5 bulls killed | Argus News