ଓଡିଶାରେ ବିଜେପି ସରକାର- ମୋଦି
·1 year ago

ଅର୍ଗସ ବ୍ୟୁରୋ: ନିର୍ବାଚନରେ ବିଜେପିକୁ ଆଶୀର୍ବାଦ କରିଥିବାରୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ବିଜେପି ଦିଲ୍ଲୀ କାର୍ଯ୍ୟାଳୟରେ ଜୟ ଜଗନ୍ନାଥ କହି ସମ୍ୱୋଧନ ଆରମ୍ଭ କଲେ । ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ପ୍ରଥମ ଥର ବିଜେପିର ବିଜୟ ହୋଇଛି । ଓଡିଶାରେ ବିଜେପି ସରକାର କରିବ । ବିଜପିର ବିପୁଳ ବିଜୟ ହୋଇଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
#WATCH | PM Modi begins his address to BJP workers with chants of "Jai Jagannath"
— ANI (@ANI) June 4, 2024
BJP has swept Odisha Assembly elections. pic.twitter.com/sST73dV5JK
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: