Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡିଜି କନଫ୍ରେନ୍ସ ରେ ଯୋଗ ଦେଇ 3 ଦିନ ଓଡିଶାରେ  ରହିବେ ପ୍ରଧାନମନ୍ତ୍ରୀ

Odisha

ଡିଜି କନଫ୍ରେନ୍ସ ରେ ଯୋଗ ଦେଇ 3 ଦିନ ଓଡିଶାରେ  ରହିବେ ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago
ଡିଜି କନଫ୍ରେନ୍ସ ରେ ଯୋଗ ଦେଇ 3 ଦିନ ଓଡିଶାରେ  ରହିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଡିଜି କନଫ୍ରେନ୍ସ ରେ ଯୋଗ ଦେଇ 3 ଦିନ ଓଡିଶାରେ  ରହିବେ ପ୍ରଧାନମନ୍ତ୍ରୀ । 29ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ. 29, 30 ଏବଂ ଡିସେମ୍ବର 1 ରେ ଓଡିଶାରେ ହେବାକୁ ଥିବା ଡିଜି କନଫ୍ରେନ୍ସରେ ଯୋଗ ଦେବେ । ଶେଷ ଯାଏଁ ନିଜେ ପ୍ରଧାନମନ୍ତ୍ରୀ କନଫ୍ରେନ୍ସରେ ଉପସ୍ଥିତି ରହିବେ ପ୍ରଧାନମନ୍ତ୍ରୀ । ତାଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ 3 ଦିନ ଓଡ଼ିଶାରେ ରହି କନଫ୍ରେନ୍ସରେ ଯୋଗ ଦେବେ । ଏଥିରୁ ସ୍ପଷ୍ଟ ହେଉଛି ଓଡିଶାକୁ ଫୋକସ କରୁଛନ୍ତି କେନ୍ଦ୍ର ସରକାର ।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
PM to stay in Odisha for 3 days to attend DG Conference | Argus News