ବାଲ ଯୋଗୀ ଅଡିଟୋରିୟମରେ ଫିଲ୍ମ ଦେଖିବେ ପିଏମ୍
·1 year ago

ଅର୍ଗସ ବ୍ୟୁରୋ: ଆଜି ସଂସଦରେ ଫିଲ୍ମ `ଦ ସାବରମତି ରିପୋର୍ଟ' ଦେଖିବେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଅପରାହ୍ନରେ ସଂସଦ ଗୃହର ବାଲ ଯୋଗୀ ଅଡିଟୋରିୟମରେ ଫିଲ୍ମ ଦେଖିବେ ପିଏମ୍ । ପ୍ରଧାନମନ୍ତ୍ରୀଙ୍କ ସହିତ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଦେଖିବେ ଫିଲ୍ମ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: