Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନୁଗୋଳ କଣିହାଁ ବନାଞ୍ଚଳ ନିକଟ ଧାନକୋଇଲି ଜଙ୍ଗଲରୁ ଶିକାରୀ ଗିରଫ,୨ କେଜି ଜିଆଇ ତାର,୩୦ଟି କାଚ ବୋତଲ ଜବତ

Sangram Tripathy
Browse all articles by Sangram Tripathy
·1 year ago
ଅନୁଗୋଳ କଣିହାଁ ବନାଞ୍ଚଳ ନିକଟ ଧାନକୋଇଲି ଜଙ୍ଗଲରୁ ଶିକାରୀ ଗିରଫ,୨ କେଜି ଜିଆଇ ତାର,୩୦ଟି କାଚ ବୋତଲ ଜବତ

ଅର୍ଗସ ବ୍ୟୁରୋ:ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ବିରଭୁଇଁ ଗ୍ରାମର ଧାନକୋଇଲି ଜଙ୍ଗଲରୁ ଶିକାରୀ ଗିରଫ, ୨ କେଜି ଜିଆଇ ତାର ଜବତ ହୋଇଛି । ବନବିଭାଗ ପକ୍ଷରୁ ଜଙ୍ଗଲରେ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ଜନ୍ତୁ ଶୀକାର ଉଦେଶ୍ୟରେ ଜଙ୍ଗଲରେ ଶିକାରୀ ନରତ୍ତମ ଦେହୁରୀ ଜିଆଇ ତାର ମାଧ୍ୟମରେ ବିଦ୍ୟୁତ ସଂଯୋଗ କରି ଶିକାରୀ କରୁଥିଲା । ବନ କର୍ମଚାରୀ ଶିକାରୀକୁ  ଗିରଫ କରିବା ସହ ତାର ଓ ବ୍ୟବହୃତ ୩୦ଟି କାଚ ବୋତଲ ଜବତ କରାଯାଇଛି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Poachers arrested from Dhankoili forest near Anugol Kaniha forest, 2 kg GI wire, 30 glass bottles seized | Argus News