ତାଳଚେର ସ୍କଟ୍ଲ୍ୟାଣ୍ଡପୁର ଜଙ୍ଗଲରେ ପୋଲିସର ଏନକାଉଣ୍ଟର
·1 year ago

କୁଖ୍ୟାତ ଅପରାଧିକୁ ଏନକାଉଣ୍ଟର । ତାଳଚେର ସ୍କଟ୍ଲ୍ୟାଣ୍ଡପୁର ଜଙ୍ଗଲରେ ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର । ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି । ଗୁଳି କରି ପଳାଉଥିବା ବେଳେ ପୋଲିସର ପାଲଟା ଏନକାଉଣ୍ଟର। ସୁଶାନ୍ତ ନାଁରେ ତାଳଚେର ସମେତ ବିଭିନ୍ନ ଥାନାରେ ରହିଛି ଅପରାଧିକ ମାମଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: