|
logo
Live

Argus News - ପୋଲିସ ମାଓବାଦୀ ଗୁଳି ବିନିମୟ, ଚାଲିଛି ସର୍ଚ୍ଚ ଅପରେସନ

Odisha

ପୋଲିସ ମାଓବାଦୀ ଗୁଳି ବିନିମୟ, ଚାଲିଛି ସର୍ଚ୍ଚ ଅପରେସନ

Banajyotshna Ray
Browse all articles by Banajyotshna Ray
·1 year ago
ପୋଲିସ ମାଓବାଦୀ ଗୁଳି ବିନିମୟ, ଚାଲିଛି ସର୍ଚ୍ଚ ଅପରେସନ

ଅର୍ଗସ ବ୍ୟୁରୋ:  ଘଞ୍ଚ ଜଙ୍ଗଲ ଗନ୍ଧମାର୍ଦ୍ଦନରେ ପୋଲିସ ମାଓବାଦୀ ଗୁଳି ବିନିମୟ । ଗନ୍ଧମାର୍ଦ୍ଦନର ତଳିଆ ଅଞ୍ଚଳ ଭାନପୁରରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଉଭୟ ପଟୁ ବଲାଙ୍ଗିର ଓ ବରଗଡ଼ ସାଇଡରୁ ଗନ୍ଧମାର୍ଦନ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । ଛତିଶଗଡରେ ଜୋରଦାର ସର୍ଚ୍ଚ ଅପରେସନ ପରେ ଓଡ଼ିଶା ମୁହାଁ ଛତିଶଗଡ଼ ମାଓବାଦୀ । କିଛି ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରି ଲୁଚିଥିବା ନେଇ ସାଟେଲାଇଟ ଚିତ୍ରରୁ ଜଣାପଡିଥିଲା । ଗନ୍ଧମାର୍ଦନର ରେଙ୍ଗାଲି,ମହରାପଦର,ତେଲେନପାଲି ଓ ଭାନପୁର ହେଉଛି ମାଓପ୍ରବଣ ଅଞ୍ଚଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୋଲିସ ମାଓବାଦୀ ଗୁଳି ବିନିମୟ, ଚାଲିଛି ସର୍ଚ୍ଚ ଅପରେସନ | Argus News