Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ନାନପୂର୍ଣ୍ନିମା ଓ ରଥଯାତ୍ରା ନେଇ ପୋଲିସର ସୁରକ୍ଷା ସମୀକ୍ଷା ବୈଠକ

Rashmita Mishra
Browse all articles by Rashmita Mishra
·1 year ago
ସ୍ନାନପୂର୍ଣ୍ନିମା ଓ ରଥଯାତ୍ରା ନେଇ ପୋଲିସର  ସୁରକ୍ଷା ସମୀକ୍ଷା ବୈଠକ

Key Points

ସ୍ନାନପୂର୍ଣ୍ନିମା ଓ ରଥଯାତ୍ରା ନେଇ ପୋଲିସର ସୁରକ୍ଷା ସମୀକ୍ଷା ବୈଠକ
କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାରଙ୍କ ଅଧକ୍ଷତାରେ ବୈଠକ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀକୁ ଜଗିବେ ୭୦ ପ୍ଲାଟୁନ ଫୋର୍ସ
୪ ଜଣ ଏସପି ରାଙ୍କ କମାଣ୍ଡାଣ୍ଟ, ୪୫୦ ଅଧିକାରୀ ମୁତୟନ ହେବେ
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀକୁ ଜଗିବେ 70 ପ୍ଲାଟୁନ ଫୋର୍ସ। ଏହାସହ4 ଜଣ ଏସପି ରାଙ୍କ କମାଣ୍ଡାଣ୍ଟ ଏବଂ 450 ଅଧିକାରୀ ମଧ୍ୟ ମୁତୟନ ହେବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,, ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ । ପୁରୀର ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାର। ଆଜି ସ୍ନାନପୂର୍ଣ୍ନିମା ଓ ରଥଯାତ୍ରାକୁ ନେଇ ପୋଲିସ ବିଭାଗର ସୁରକ୍ଷା ସମୀକ୍ଷା ବୈଠକ ବସିଥିଲା। କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାରଙ୍କ ଅଧକ୍ଷତାରେ ବସିଥିଲା ବୈଠକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
police-security-review-meeting-for-sannu-purnima-and-rath-yatra | Argus News