Videos
|
Odisha

ଏଯାଏ ଶିଶୁର ପତ୍ତା ପାଉନି ପୋଲିସ

Rashmita Mishra
Browse all articles by Rashmita Mishra
·1 year ago
ଏଯାଏ ଶିଶୁର ପତ୍ତା ପାଉନି ପୋଲିସ

ଅର୍ଗସ ବ୍ୟୁରୋ: ବୁର୍ଲା ଭୀମସାରରୁ ନବଜାତକ ଚୋରି ଘଟଣାକୁ ୧୮ ଘଣ୍ଟା ପୂରିଲା। ହେଲେ ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇପାରିନି। ଦୁଇ ଦିନର ନବଜାତକ ଶିଶୁକୁ ଚୋରି କରି ନେଇଥିବା ଅଭିଯୋଗ। ଘଟଣାସ୍ଥଳରେ ପହଞ୍ଚିଲା ବୁର୍ଲା ପୋଲିସ। ବିଭିନ୍ନ ସିସିଟିଭି କ୍ୟାମେରା ଦେଖି ପୋଲିସ ଛାନଭିନ୍ ଚଳାଇଛି। ସେପଟେ ମା ସେହି ମହିଳାଙ୍କୁ ଚିହ୍ନିଥିବା କହିଛନ୍ତି। ବୁର୍ଲା ମେଡ଼ିକାଲରୁ ନବଜାତ ଶିଶୁପୁତ୍ର ଚୋରୀ ଘଟଣାରେ ୪ଟି ଟିମ୍ ଗଠନ କରିଛି ସମ୍ବଲପୁର ପୋଲିସ। ରାଜ୍ୟ ବାହାରକୁ ମଧ୍ୟ ଯିବ ଗୋଟିଏ ଟିମ୍, ଓଡ଼ିଶା -  ଛତିଶଗଡ ସୀମା ସିଲ କରିଛି ପୋଲିସ। ଏହାସହ ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ଚେକିଂ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Police still have no information about the child's whereabouts. | Argus News