Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଣ୍ଟାମାଳର ଦୁଇଟି ବୁଥରେ ଚାଲିଛି ସାନି ମତଦାନ

Ritu Das
Browse all articles by Ritu Das
·2 years ago
କଣ୍ଟାମାଳର ଦୁଇଟି ବୁଥରେ ଚାଲିଛି ସାନି ମତଦାନ

ଅର୍ଗସ ବ୍ୟୁରୋ: କଣ୍ଟାମାଳ ବୁଥ ନମ୍ବର 26 ଓ 28ରେ ପୁନଃ ମତଦାନ ଚାଲିଛି। ପୋଲିସର କଡା ସୁରକ୍ଷା ବଳୟରେ ଆରମ୍ଭ ହେଲା ସାନି ମତଦାନ l ଆଜି କନ୍ଧମାଳ ସାଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ କିରାସିରା ଓ ମହେଶ୍ବର ପିଣ୍ଡା ବୁଥରେ ସାନି ମତଦାନ ଅନୁଷ୍ଠିତ ହୋଇଛି। 

କିରାସିରା ବୁଥରେ ବିଜେଡି କର୍ମୀଙ୍କ ଦ୍ବାରା ବ୍ୟାପକ ବୁଥ ରେଗିଂ ହୋଇଥିବା ନେଇ BJP ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହା ସହିତ ମହେଶ୍ବର ପିଣ୍ଡାରେ ସରକାରୀ କଳକୁ ହାତ ବାରିସୀ କରି ପୋଲିସ ଲଗାଇ ଅଧାରେ ମତଦାନ ବନ୍ଦ କରିଥିଲା ପୋଲିସ l ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଏହି ମତଦାନ ଚାଲିବ। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Polling is going on | Argus News