SI ଏବଂ ଇନ୍ସପେକ୍ଟରଙ୍କ କ୍ଷମତା ବୃଦ୍ଧି , SC ଏଂବ ST ମାମଲାର କରିପାରିବେ ତଦନ୍ତ

Key Points
ଇନ୍ସପେକ୍ଟର ଓ SIଙ୍କ କ୍ଷମତା ବୃଦ୍ଧି
ବଢ଼ିଲା ପୋଲିସ ଇନ୍ସପେକ୍ଟର ଓ SIଙ୍କ କ୍ଷମତା
SC/ST ମାମଲାର ତଦନ୍ତ କରିପାରିବେ ଇନ୍ସପେକ୍ଟର ଓ SI
ତଦନ୍ତ କରିବା ସହ ଗିରଫ ଓ ସ୍ୱତନ୍ତ୍ର ଅଦାଲତରେ ମାମଲା କରିପାରିବେ
ବଢିଲା ଇନ୍ସପେକ୍ଟର ଏବଂ SIଙ୍କ କ୍ଷମତା । ଏଣିକି SC ଏଂବ ST ମାମଲାର ତଦନ୍ତ କରିପାରିବେ । ତଦନ୍ତ କରିବା ସହ ଗିରଫ ଏବଂ ସ୍ୱତନ୍ତ୍ର ଅଦାଲତରେ ମାମଲା କରିପାରିବେ । ପୂର୍ବରୁ dsp ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା । ଏନେଇ ଗୃହ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେପଟେ ଆସନ୍ତା ଅକ୍ଟୋବର ୪ ଓ ୫ରେ ପୋଲିସ SI ପରୀକ୍ଷା ନେଇ ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୨୦ ପରଠୁ ଡାଉନଲୋଡ କରିପାରିବେ ଆଡମିଟ କାର୍ଡ । OMR ସିଟ୍ ଜରିଆରେ ହେବ ଲିଖିତ ପରୀକ୍ଷା । odishapolice.gov.inରୁ ଡାଉନଲୋଡ କରିପାରିବେ ଆଡମିଟ୍କାର୍ଡ। ପୂର୍ବରୁ ୨ ଥର ଘୁଞ୍ଚିଥିଲା SI ପରୀକ୍ଷା ।