BJD FIGHT / ଦେବାଶିଷଙ୍କ ପୋଲ ଖୋଲିଲେ ପ୍ରଭାତ, କହିଲେ ଚିଟ୍ଫଣ୍ଡ ଦୁର୍ନୀତିରେ ଦେବାଶିଷ
·4 months ago·2 min read

Key Points
ପୋଲ ଖୋଲିଲେ ପୁର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ
ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାଏଙ୍କ ପୋଲ ଖୋଲିଲେ ପ୍ରଭାତ
କହିଲେ ଚିଟ୍ଫଣ୍ଡ ଦୁର୍ନୀତିରେ ରହିଛି ଦେବାଶିଷଙ୍କ ହାତ

ବିଜେଡିରୁ ବହିଷ୍କୃତ ପରେ ଦଳର ପୁର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ କଲେ ବିଷୋଦଗାର। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାଏଙ୍କ ପୋଲ ଖୋଲିଲେ ପ୍ରଭାତ କହିଲେ ନିଜର ବେପାର କରିବାକୁ ସେ ବିଜୁ ଜନତା ଦଳରେ ମିଶିଛନ୍ତି। ଚିଟ୍ଫଣ୍ଡ ଦୁର୍ନୀତିରେ ରହିଛି ଦେବାଶିଷଙ୍କ ହାତ। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଚରିତ୍ର ସମସ୍ତେ ଜାଣନ୍ତି। ମଦୁଆ, ଗୁଣ୍ଡା, ଚରିତ୍ର ହୀନ ପ୍ରକାରର ବ୍ୟକ୍ତି ହେଲେ ଦେବାଶିଷ ସାମନ୍ତରାୟ। ସେ ସ୍ଵାଧୀନ ଭାବେ କର୍ପୋରେଟର ହୋଇ ନିର୍ବାଚନ ଲଢନ୍ତୁ। ବିଜେଡିକୁ ଠିକା ସଂସ୍ଥା ଭାବେ ବ୍ୟବହାର କରି କାର୍ଯ୍ୟ କରୁଛନ୍ତି। AT ଚିଟଫଣ୍ଡ ଠକେଇରେ ଦେବାଶିଷଙ୍କ ସଂପୃକ୍ତି ରହିଥିଲା । କଟକ ସହରରେ ସଫେଇ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି ଦେବାଶିଷ ବୋଲି ଅଭିଯୋଗ କରିଛନ୍ତି ପ୍ରଭାତ ବିଶ୍ବାଳ।
ଗତକାଲି ରାଜ୍ୟସଭାର ତୃତୀୟ ପ୍ରାର୍ଥୀ ଭାବେ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା ପରେ ଦଳର ପୁର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଖୋଲାଖୋଲି ଅସନ୍ତୋଷ ଝାଡ଼ିଥିଲେ। ସଂତୃପ୍ତଙ୍କ ପ୍ରାର୍ଥିତ୍ବକୁ ଖୋଲାଖୋଲି ବିରୋଧ କରିଥିଲେ। ଦଳରେ ଯିଏ କାମ କରୁଛି ତାକୁ କିଛି ମିଳୁନାହିଁ। ସେଥିପାଇଁ ଏବେ ସମସ୍ତେ ବସି ନିଷ୍ପତ୍ତି ନେବାର ସମୟ ବୋଲି କହିଥିଲେ ପ୍ରଭାତ ବିଶ୍ବାଳ। ଅସନ୍ତୋଷ ଝାଡ଼ିବାର କିଛି ସମୟ ପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କୃାର କରିଥିଲା। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରଭାତଙ୍କୁ ବହିସ୍କାର କରାଗଲା ବୋଲି ସଫେଇ ଦେଇଥିଲା ବିଜେଡି।
ପ୍ରଭାତ ବିଶ୍ବାଳଙ୍କୁ ବହିଷ୍କାର ପରେ ବିଜେଡିକୁ ନିଶାନା କରିଛନ୍ତି ପୁର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଯିଏ ସତ କହିବ, ଛାମୁ ମୁଣ୍ଡକାଟ କରିବେ ବୋଲି ସୋସିଆଲ୍ ମିଡିଆରେ ଲେଖିଛନ୍ତି ଶ୍ରୀମୟୀ। ଏମିତି ସରପ୍ରାଇଜ୍ ଦେଇ ଦେଇ ୨୦୨୪ରେ ନିଜେ ସରପ୍ରାଇଜ୍ ହୋଇଗଲେ । ତେଲିଆଙ୍କୁ ମୁଣ୍ଡେଇ ଥାଅ, ଇତିହାସ ରଚିବା ନିଶାରେ। ଅଳ୍ପ ଦିନରେ ନିଜେ ଇତିହାସ ହୋଇଯିବେ ବୋଲି ଶ୍ରୀମୟୀ ମିଶ୍ର ବିଜେଡିକୁ କଟାକ୍ଷ କରି ସୋସିଆଲ ମିଡିଆରେ ଲେଖିଥିଲେ ଶ୍ରୀମୟୀ।
ରାଜ୍ୟସଭା ପାର୍ଥୀ ଘୋଷଣା ନେଇ ନବୀନ ନିବାସ ଭିତରେ ହୋଇଛି ହାଇଡ୍ରାମା । ସଂତୃପ୍ତ ମିଶ୍ରଙ୍କ ପାର୍ଥୀତ୍ୱକୁ ବିରୋଧ କରି ନବୀନଙ୍କ ସହ ମୁଁହାମୁଁହି ହେଲେ ବିଜେଡି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ରାଜ୍ୟସଭା ପାର୍ଥୀ ଲାଗି ସୁଜାତାଙ୍କ ସପକ୍ଷରେ ବାଢିଲେ ଯୁକ୍ତି । ଯୁକ୍ତି ତର୍କ ଭିତରେ ପ୍ରଭାତଙ୍କ ଉପରେ ନିଆଁବାଣ ହେଲେ ନବୀନ । ଖାଲି ସେତିକି ନୁହେଁ ପୁଅ ତଥା ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କ ଉପସ୍ଥିତରେ ପ୍ରଭାତଙ୍କୁ କିଛି ନେତା ଦୁର୍ବ୍ୟବହାର କଲେ । ଯାହାକୁ ନେଇ ନବୀନ ଓ କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ବର୍ଷିଛନ୍ତି ପ୍ରଭାତ । ଚିଠି ଲେଖି ବିଜେଡିରୁ ଓହରି ଯିବାକୁ ଚେତାବନୀ ଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories