ଆଜିଠୁ ପ୍ରବାସୀ ଭାରତୀୟ ସମ୍ମିଳନୀ
·1 year ago

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ହେବ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ । ବସୁଧୈବ କୁଟୁମ୍ବକମ୍, ଓଡ଼ିଶାରେ ପ୍ରବାସୀ ଭାରତୀୟଙ୍କୁ ସସମ୍ମାନେ ସ୍ବାଗତ କରାଯାଇଛି । ବିଶ୍ଵରେ ତିଆରି ହେବ ରାଜ୍ୟର ସ୍ଵତନ୍ତ୍ର ପରିଚୟ । ଆଜିଠୁ ଆରମ୍ଭ ହେବାକୁ ଯାଉଛି 18ତମ ପ୍ରବାସୀ ଭାରତୀୟ ଦିବସ । 10 ତାରିଖ ଯାଏଁ ଉତ୍ସବ ମୁଖର ହେବ ସ୍ମାର୍ଟ ସିଟି ।
ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଛନ୍ତି ପ୍ରବାସୀ ଭାରତୀୟ। ବିମାନ ବନ୍ଦରରେ ପ୍ରବାସୀ ଭାରତୀୟଙ୍କୁ ପଦ୍ମ ଫୁଲ ଦେଇ ଭବ୍ୟ ସ୍ବାଗତ କରାଯାଉଛି। ପ୍ରବାସୀଙ୍କୁ ସ୍ବାଗତ ପାଇଁ ଓଡିଶାର ଲୋକନୃତ୍ୟ ଓ ଲୋକକଳାରେ ଝଲସିଛି ବିମାନ ବନ୍ଦର। ପୂର୍ବ ଭାରତରେ ପ୍ରଥମ ଥର ପ୍ରବାସୀ ଭାରତୀୟ ସମ୍ମିଳନୀ ବିଶ୍ଵରେ ତିଆରି କରିବ ଓଡ଼ିଶାର ସ୍ଵତନ୍ତ୍ର ପରିଚୟ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: