Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ଖୋଲା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ, 12 ଯାଏଁ ପ୍ରଦର୍ଶନୀ ବୁଲି ପାରିବେ ଜନସାଧାରଣ

Banajyotshna Ray
Browse all articles by Banajyotshna Ray
·1 year ago
ଆଜିଠୁ ଖୋଲା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ, 12 ଯାଏଁ ପ୍ରଦର୍ଶନୀ ବୁଲି ପାରିବେ ଜନସାଧାରଣ

ଅର୍ଗସ ବ୍ୟୁରୋ:  ଆଜିଠୁ ଖୋଲା ଜନତା ମୈଦାନ ସ୍ଥିତ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ...12 ତାରିଖ ସଂଧ୍ୟା ଯାଏଁ ପ୍ରଦର୍ଶନୀ ବୁଲି ପାରିବେ ଜନ ସାଧାରଣ...ଦେଖିପାରିବେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଗ୍ୟାଲେରିରେ ରହିଥିବା ଷ୍ଟଲ୍...ପର୍ଯ୍ୟଟନଠୁ ଆରମ୍ଭ କରି ବିଜ୍ଞାନ ଯାଏଁ ବହୁ ଶିକ୍ଷଣୀୟ ଜିନିଷ ଏହି ପ୍ରଦର୍ଶନୀରେ ଥିବାରୁ ଏହି ପ୍ରଦର୍ଶନୀ ସମସ୍ତେ ଦେଖିବା ଉଚିତ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା...ଏହି ପ୍ରଦର୍ଶନୀକୁ 2ରୁ 3 ଦିନ ବଢାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ...ପରେ ରାଜ୍ୟ ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pravasi Bharatiya Exhibition Opens Today At Janata Maidan | Argus News