ସୀମା ପୁର୍ନଗଠନ ଡେଡଲାଇନ ଜୁନ ୩୦
·1 year ago

ଆଗାମୀ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ । ସୀମା ପୁର୍ନଗଠନ ଡେଡଲାଇନ ଜୁନ ୩୦ । ସୀମା ପୁର୍ନଗଠନ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି । ଚଳିତ ବର୍ଷ ଜୁନ୍ ୩୦କୁ ଡେଡଲାଇନ ଦର୍ଶାଇଲା ରାଜସ୍ବ ବିଭାଗ । ଜିଲ୍ଲା ,ସବଡିଭିଜନ୍ , ତହସିଲ, ରାଜସ୍ବଗ୍ରାମ ULB ପାଇଁ ନୋଟିସ । ଆସନ୍ତା ଜନଗଣନାକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଆସନ୍ତା ଜୁଲାଇ ୧ ରୁ ପ୍ରଶାସନିକ ସୀମା ପୁର୍ନଗଠନ ବନ୍ଦ ନିର୍ଦ୍ଦେଶ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: