Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 10 ତାରିଖରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି

Odisha

10 ତାରିଖରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି

Smruti Parija
Browse all articles by Smruti Parija
·1 year ago·1 min read
10 ତାରିଖରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି

Key Points

ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା 9 ତାରିଖ ଅପରାହ୍ନ 3ଟାରେ ଗୌହାଟୀ ବିମାନ ବନ୍ଦରରୁ ଆସିବେ । ସ୍ଵତନ୍ତ୍ର ବିମାନରେ ଆସି ଅପରାହ୍ନ 4ଟା 35ରେ ଭୁବନେଶ୍ଵରରେ ପହଞ୍ଚିବେ ।

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା 9 ତାରିଖ ଅପରାହ୍ନ 3ଟାରେ ଗୌହାଟୀ ବିମାନ ବନ୍ଦରରୁ ଆସିବେ । ସ୍ଵତନ୍ତ୍ର ବିମାନରେ ଆସି ଅପରାହ୍ନ 4ଟା 35ରେ ଭୁବନେଶ୍ଵରରେ ପହଞ୍ଚିବେ । ଆସନ୍ତା 9 ତାରିଖରେ ରାଜଭବନରେ ରହଣି କରିବେ ମହାମହିମ । 10 ତାରିଖରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି । ତ୍ରିନିଦାନ ଓ ଟୋବାଗୋର ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । କାର୍ଯ୍ୟକ୍ରମରେ ଯୋଗଦେଇ 10 ତାରିଖ ଅପରାହ୍ନ 5ଟା 25 ମିନିଟ୍‌ରେ ଫେରିଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ ସମ୍ପର୍କରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president-draupadi-murmu-to-attend-nri-day | Argus News