Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା 16 ତାରିଖରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ

Rashmita Mishra
Browse all articles by Rashmita Mishra
·1 year ago
ଆସନ୍ତା 16 ତାରିଖରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ

ଅର୍ଗସ ବ୍ୟୁରୋ: ଆସନ୍ତା 16 ତାରିଖରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ । ନଭେମ୍ବର 16ରୁ ନାଇଜେରିଆ, ବ୍ରାଜିଲ, ଓ ଗୁୟାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । 21 ତାରିଖ ଯାଏ ବିଦେଶ ଗସ୍ତରେ ରହିବେ ମୋଦି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Modi's foreign visit from 16th | Argus News