ଜୁନ୍ ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
·1 year ago

Key Points
ଜୁନ୍ ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଜୁନ୍ ୧୨ ନୁହେଁ ୨୦ ତାରିଖରେ ଆସିବେ ମୋଦି
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଦେବେ ଯୋଗ
ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀଙ୍କ ସୂଚନା
ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ୍ ୨୦ ତାରିଖରେ ଓଡ଼ିଶା ଆସିବେ ପିଏମ୍ । ଜୁନ୍ ୧୨ ନୁହେଁ ୨୦ ତାରିଖରେ ଓଡ଼ିଶା ଆସିବେ ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀଙ୍କ ସୂଚନା । ରାଜ୍ୟସ୍ତରୀୟ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବେ ପିଏମ୍ । ଓଡ଼ିଶାବାସୀଙ୍କ ଆଗରେ ରଖିବେ ଡବଲ ଇଞ୍ଜିନ ସରକାରଙ୍କ ଉପଲବ୍ଧି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: