ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ
·1 year ago

ଅର୍ଗସ ବ୍ୟୁରୋ: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ । ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀ ମିଟିଂରେ ଉପସ୍ଥିତ ରହିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ମୋଦିଙ୍କ ୨ ଘଣ୍ଟାର ଆଲୋଚନା ରହିଛି । ନେତା, ମନ୍ତ୍ରୀଙ୍କ ନିକଟରୁ ସରକାର ଓ ସଂଗଠନ ଉଭୟର ରିପୋର୍ଟ କାର୍ଡ ନେବେ ପ୍ରଧାନମନ୍ତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: