Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିରୋଧୀଙ୍କୁ ନିଶାନା କଲେ ପ୍ରଧାନମନ୍ତ୍ରୀ ମୋଦି

Smruti Parija
Browse all articles by Smruti Parija
·1 year ago
ବିରୋଧୀଙ୍କୁ ନିଶାନା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ନାଁ ନନେଇ ନବୀନ ସରକାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗାଁକୁ ଯାଉଛନ୍ତି   । ପ୍ରଥମ ଥର ପାଇଁ ଓଡିଶାବାସୀ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଉଛନ୍ତି  ବୋଲି କହିଛନ୍ତି ପିଏମ୍ । 


ମିଥ୍ୟାବାଦୀ, ଲୋକଙ୍କୁ ଭ୍ରମିତ କରୁଥିବା ବ୍ୟକ୍ତିଙ୍କ ଉପରେ ବର୍ଷିଲେ ମୋଦି । ଆମେ ଆମ ଲୋକତନ୍ତ୍ରକୁ ସଶକ୍ତ କରିବା, ମିଥ୍ୟାବାଦୀଙ୍କୁ ଜବାବ ଦେବା।ଦେଶକୁ ଲୁଟୁଥିବା ବ୍ୟକ୍ତିଙ୍କୁ ଲୋକେ ଏବେ ଜବାବ ଦେଇଛନ୍ତି । କ୍ଷମତାରୁ ହଟିବା ପରେ ଲୋକଙ୍କୁ ମିଛ କଥା କହି ଭ୍ରମିତ କରୁଛନ୍ତି । ଦେଶ ବିରୋଧରେ କିଛି ବ୍ୟକ୍ତି ଷଡ଼ଯନ୍ତ୍ର କରୁଛନ୍ତି।ଚୌକିଦାର ଚୋର କହୁଥିଲେ, ଏବେ ସେ କେମିତି ଭଲ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister targets Naveen government without naming names | Argus News