Videos
|
Odisha

ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ

Smruti Parija
Browse all articles by Smruti Parija
·2 years ago
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ

ଅର୍ଗସ ବ୍ୟୁରୋ:  ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶାରେ ପଦ୍ମ ଫୁଟାଇବା ପାଇଁ ଆମେ ପ୍ରତିଶୃତି ବଦ୍ଧ । ଓଡିଶା ମାଟିର ବାସ୍ନା, ସଂସ୍କୃତି ଏହି ସରକାରରେ ନାହିଁ । ବିଜେପି ଉପରେ ଲୋକଙ୍କ ବିଶ୍ୱାସ ବଢିଛି । ଓଡିଶାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି । ଗଠବନ୍ଧନ ନେଇ ମଧ୍ୟ ସ୍ପଷ୍ଟ ମତ ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ସାଧାରଣ ଲୋକଙ୍କ ସହ ଯୋଡି ହେବା ବିଜେପିର ଲକ୍ଷ୍ୟ । ରୋଡ ସୋ'ରେ ବିପୁଳ ଜନ ସମାଗମ ଏହା ପ୍ରମାଣ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prime Minister's big reaction after the road show in Bhubaneswar | Argus News