Puri News / ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା, ଘଣ୍ଟାଏରେ ଦର୍ଶନ କରିବେ ୧୦ ହଜାର ଭକ୍ତ
·1 hour ago·1 min read

Key Points
ଶ୍ରୀମନ୍ଦିରରେ ଆରମ୍ଭ ହେବ ନୂତନ ଧାଡ଼ି ଦର୍ଶନ
କାର୍ତ୍ତିକ ବ୍ରତ ପରେ ନଭେମ୍ବର ଶେଷ ଆଡକୁ ଲାଗୁ ହେବ ବ୍ୟବସ୍ଥା
ଏକାସାଙ୍ଗେ ୮ଟି ରାମ୍ପ୍ରେ ଦର୍ଶନ କରିବେ ଶ୍ରଦ୍ଧାଳୁ
ଘଣ୍ଟାଏରେ ଦର୍ଶନ କରିବେ ୧୦ ହଜାର ଭକ୍ତ
କାର୍ତ୍ତିକ ବ୍ରତ ପରେ ନଭେମ୍ବର ଶେଷ ଆଡକୁ ଲାଗୁ ହେବ ବ୍ୟବସ୍ଥା
ଏକାସାଙ୍ଗେ ୮ଟି ରାମ୍ପ୍ରେ ଦର୍ଶନ କରିବେ ଶ୍ରଦ୍ଧାଳୁ
ଘଣ୍ଟାଏରେ ଦର୍ଶନ କରିବେ ୧୦ ହଜାର ଭକ୍ତ
ଭୂବନେଶ୍ବର ୬।୧୧: କାର୍ତ୍ତିକ ବ୍ରତ ପରେ ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ସେଥିପାଇଁ ସବୁ ପ୍ରକାର ପକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏକା ସଙ୍ଗେ ୮ଟି ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଘଣ୍ଟାଏ ଭିତରେ ପାଖାପାଖି ୧୦ ହଜାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଦର୍ଶନ କରିବେ । ସାତ ପାହାଚ ପରେ ପରେ ଗରୁଡ଼ ସ୍ତମ୍ଭ ବାହାର କାଠ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁହେବ।
ପଢନ୍ତୁ ଏହି ଖବର: ଶ୍ରୀମନ୍ଦିର ଉପରେ ପୁଣି ବସିଲା ଚିଲ, ଏହା ଶୁଭ ନା ଅଶୁଭ?
ଏହା ଅତ୍ୟାଧୁନିକ ହେବ । କୋଲାପ୍ସ ବ୍ରିଜ୍ ଭଳି ନୀତିକାନ୍ତି ସମୟରେ ତାହା ଖୋଲିଯିବ । ତାପରେ ପୁଣି ଯୋଡ଼ି ହୋଇଯିବ । IIT ଭୁବନେଶ୍ବର ସହ ସବୁ ଟେକ୍ନିକାଲ ଟିମ୍ ସହଯୋଗରେ ଏହା କରାଯାଇଛି। ଖୁବଶୀଘ୍ର ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ପରିଦର୍ଶନ କରିବା ପରେ ଏହାକୁ ଲାଗୁ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories