Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତି ଅଧିଆ ମେଡିକାଲରେ ଚଢାଉ, ଡାକ୍ତରଙ୍କୁ କୈଫତ ମାଗିଲେ

Rashmita Mishra
Browse all articles by Rashmita Mishra
·1 year ago
 ରାତି ଅଧିଆ ମେଡିକାଲରେ ଚଢାଉ, ଡାକ୍ତରଙ୍କୁ କୈଫତ ମାଗିଲେ

ଆକ୍ସନ ମୁଡ଼ରେ ଭଦ୍ରକ ଜିଲ୍ଲାପାଳ। ଗତକାଲି ବିଳମ୍ବିତ ରାତ୍ରିରେ MCHରେ ରୋଗୀ ସେବା କିପରି ଚାଲୁଛି ତାର ବାସ୍ତବ ସ୍ଥିତି ଦେଖିଲେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ। ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତର ନଥିବା ଜାଣି ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ CDMO ଙ୍କୁ ଦେଲେ ନିର୍ଦେଶ। ଗତ କିଛି ଦିନ ହେବ ମା ଓ ଶିଶୁ ମାନଙ୍କ ଚିକିତ୍ସା ପାଇଁ ଉଦିଷ୍ଟ MCH ରେ ଡାକ୍ତର ରାତିରେ ରହୁ ନ ଥିବାର ଅଭିଯୋଗ ହୋଇ ଆସୁଥିଲା ଗତ ୩ ତାରିଖରେ ଚାଷୀ ବେଶରେ ମଣ୍ଡି ବୁଲି ମଣ୍ଡି ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜିଲ୍ଲାପାଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Raid on the hospital at night, doctor asked for forgiveness | Argus News