Videos
|
Odisha

ଏବେ ଢାଳୁଛି, ୧୦ ତାରିଖ ପରେ ତତେଇବ

Jyoti Prakash Mallick
Browse all articles by Jyoti Prakash Mallick
·1 year ago
ଏବେ ଢାଳୁଛି, ୧୦ ତାରିଖ ପରେ ତତେଇବ

ରାଜ୍ୟରେ ଜାରି ରହିଛି କାଳ ବୈଶାଖୀ। ସନ୍ଧ୍ୟା ହେଲେ ଧୂଳି ଝଡ ସହ ମାଡି ଆସୁଛି କଳାହାଣ୍ଡିଆ ମେଘ। ଶନିବାର ସନ୍ଧ୍ୟାରେ କଟକ ଭୁବେନଶ୍ବରରେ ପ୍ରବଳ ବର୍ଷା ହୋଇଥିବା ବେଳେ ପ୍ରବଳ ପବନ ଯୋଗୁ ମୟୂରଭଞ୍ଜ ବ୍ୟାପକ କ୍ଷୟକ୍ଷତି ହୋଇଛି।


ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ସୋମବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୦ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ୧୦ ତାରିଖ ପରେ ପୁଣି ତତେଇବ ଖରା। ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ସମ୍ଭାବନା ରହିଛି। ୬ ତାରିଖର ୯ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି କରାଯାଇଛି । ଆସନ୍ତା ୪ ଦିନ ପରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ଦିନ ତାପମାତ୍ରା।



Rain likely in Odisha till May 10th | Argus News