|
logo
Live

Argus News - ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର

Odisha

ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର

Smruti Parija
Browse all articles by Smruti Parija
·2 years ago
ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର

ଭୁବନେଶ୍ୱର: ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର । ନୂଆ ବିଏମସି କମିଶନର ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ରାଜେଶ ପ୍ରଭାକର ପାଟିଲଙ୍କୁ  ବିଏମସି କମିଶନର ଦାୟିତ୍ୱ ଦିଆଯାଇଛି । 2005 ବ୍ୟାଚ୍ ର ଆଇଏଏସ୍ ହେଉଛନ୍ତି ରାଜେଶ ପ୍ରଭାକର ପାଟିଲ । 

ବର୍ତ୍ତମାନର କମିଶନର ବିଜୟ ଅମୃତ କୁଲାଙ୍ଗେ ଛୁଟିରେ ଯିବେ । ତାଙ୍କ ଆବେଦନର ଅନୁସାରେ ମାସେ ଛୁଟିରେ ଯାଉଥିବା କହିଲା ଜିଏ । ତେବେ ବିଜୟ ଅମୃତ କୁଲାଙ୍ଗେ ଛୁଟିରୁ ଫେରିଲା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିବ । ଏନେଇ ଜିଏ ପକ୍ଷରୁ ସୂଚନା ଦିଆଯାଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର | Argus News