Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଣପୁରରେ ରାଜନାଥଙ୍କ ରଣହୁଙ୍କାର

Smruti Parija
Browse all articles by Smruti Parija
·2 years ago
ରଣପୁରରେ ରାଜନାଥଙ୍କ ରଣହୁଙ୍କାର

ନୟାଗଡ: ନୟାଗଡ଼ ରଣପୁର ବିଜୟ ସଂକଳ୍ପ ସମାବେଶରେ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, `କଂଗ୍ରେସ ଲୋକତନ୍ତ୍ରର ହତ୍ୟା କରିଛି' । `ଏଥର ଦିଲ୍ଲୀରେ ବିଜେପି ସରକାର ହେବ' । `ଦେଶରେ ଓ୍ବାନ ନେସନ୍ ଓ୍ବାନ ଇଲେକ୍ସନ ହେବା ଦରକାର' । `ବିଜେପି ଯାହା କହେ ତାହା କରେ' । `କଂଗ୍ରେସ ଯାଇସାରିଛି, ଏଥର ରାଜ୍ୟରୁ ବିଜେଡି ବି ଯିବ' । କଂଗ୍ରେସ ଦେଶରେ 80 ଥର ସମ୍ବିଧାନ ସଂଶୋଧନ କରିଛି । 

`ମା ଭଉଣୀଙ୍କ ସୁରକ୍ଷା ପାଇଁ ବିଜେପି ସବୁବେଳେ ଛିଡ଼ା ହୋଇଛି । ନୟାଗଡ଼ରେ ପହଞ୍ଚିବା ପରେ ମଙ୍ଗରାଜପୁରଠାରେ ସହିଦ ରଘୁ ଦିବାକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ରାଜନାଥ ସିଂ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rajnath-singh-targets-odisha-govt | Argus News