Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟସଭା ଉପନିର୍ବାଚନ; ବିଧାନସଭାରେ ନାମାଙ୍କନ ଭରିବେ ସୁଜିତ

Smruti Parija
Browse all articles by Smruti Parija
·1 year ago
ରାଜ୍ୟସଭା ଉପନିର୍ବାଚନ; ବିଧାନସଭାରେ ନାମାଙ୍କନ ଭରିବେ ସୁଜିତ

ଭୁବନେଶ୍ୱର: ସୁଜିତ କୁମାର ହେଲେ ରାଜ୍ୟସଭା ପ୍ରାର୍ଥୀ । ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ଘୋଷଣା କଲା ନାଁ ।  ଆସନ୍ତା ୨୦ରେ ରାଜ୍ୟସଭା ପାଇଁ ହେବ ଉପନିର୍ବାଚନ । ଓଡ଼ିଶାରେ ଖାଲିଥିବା ଗୋଟିଏ ଆସନ ପାଇଁ ହେବ ନିର୍ବାଚନ । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ୧୧ ତାରିଖରେ ହେବ ଯାଞ୍ଚ । ୧୩ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ । ସେପ୍ଟେମ୍ବର ୬ରେ ବିଜେଡିରୁ  ଇସ୍ତଫା ଦେଇଥିଲେ ସୁଜିତ କୁମାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajya Sabha by-elections; Sujit-kumar to file nomination for Assembly | Argus News