Rajya sabha fight / ସରିଲା ନାମାଙ୍କନ ପତ୍ର ପ୍ରତ୍ୟାହାର ସମୟ, ମୈଦାନରେ ୫ ପ୍ରାର୍ଥୀ, ଚତୁର୍ଥ ସିଟ୍ ଉପରେ ସମସ୍ତଙ୍କ ନଜର
·6 months ago·2 min read

Key Points
ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନିତୀ ସରଗରମ
ତୃତୀୟ ଓ ଚତୁର୍ଥ ସିଟ୍ ଉପରେ ଶାସକ ଓ ବିରୋଧିଙ୍କ ନଜର
ପ୍ରଥମ ଥର ପାଇଁ ମେଣ୍ଟ କରିଛନ୍ତି ବିଜେଡି ଓ କଂଗ୍ରେସ

ରାଜ୍ୟସଭା ନିର୍ବାଚନ ପାଇଁ ସରିଲା ମାଙ୍କନ ପତ୍ର ପ୍ରତ୍ୟାହାର ସମୟ। ମଇଦାନରେ ରହିଲେ ୫ ପ୍ରାର୍ଥି। ବିଜେପିରୁ ମନମୋହନ ସାମଲ ସ ସୁଜିତ କୁମାର, ବିଜେଡିରୁ ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ବର ହୋତା ଓ ବିଜେପି ସମର୍ଥନରେ ଦିଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି।
ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନିତୀ ସରଗରମ। ତୃତୀୟ ଓ ଚତୁର୍ଥ ସିଟ୍ ଉପରେ ଶାସକ ଓ ବିରୋଧିଙ୍କ ନଜର। ଓଡ଼ିଶା ରାଜନିତୀ ଇତିହାସରେ ପ୍ରଥମ ଥର ପାଇଁ ମେଣ୍ଟ କରିଛନ୍ତି ବିଜେଡି ଓ କଂଗ୍ରେସ। ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଉଭୟ ଦଳ କମନ କ୍ୟାଣ୍ଡିଡେଟ କରିଛନ୍ତି। ତୃତୀୟ ଓ ଚତୁର୍ଥ ପ୍ରାର୍ଥିଙ୍କୁ ନେଇ ଶାସକ ବିରୋଧି ମୁହାଁମୁର୍ହି ହୋଇଛନ୍ତି।
200 ପ୍ରତିଶତ ଗ୍ୟାରେଣ୍ଟି 3 ଟି ରାଜ୍ୟସଭା ସିଟ ଆମେ ନେବୁ । ବିଜେଡି ଯିଏ ଚତୁର୍ଥ ପ୍ରାର୍ଥୀ ଙ୍କୁ ଭୋଟ ଦେବେ ବୋଲି ଆଶା ବାନ୍ଧି ବସିଛି। ସେମାନେ କେଉଁଠି ଭୋଟ ଦେଉଛନ୍ତି ଆଗ ଦେଖନ୍ତୁ କହିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ।
ମୋର ଦିଲ୍ଲୀପ ରାୟଙ୍କ ସହିତ ସମ୍ପର୍କ ଭଲ। କିନ୍ତୁ ରାଜ୍ୟସଭା କ୍ଷେତ୍ରରେ ସମ୍ପର୍କ ଭିନ୍ନ ଏବଂ ଦଳ ଭିନ୍ନ। ଏଠାରେ ଦଳ ଆଗ। ଆମର 14 ବିଧାୟକ ଏକ ଅଛନ୍ତି। ବିଜେପିରେ ଘଳିଆ ଅଛି କିନ୍ତୁ କଂଗ୍ରେସରେ ନାହିଁ, ବିଜେପି ତାଙ୍କ ବିଧାୟକ ସମ୍ଭାଳନ୍ତୁ | ତାଙ୍କ ଭୋଟ୍ ଆମ ଆଡକୁ ଆସିବ କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ରାଜ୍ୟସଭା ନିର୍ବାଚନ ସସ୍ପେନ୍ସ ବଢ଼ାଇଲେ ବିଜେଡି ବିଧାୟିକା ସୁଭାଷିନୀ ଜେନା | କାହାକୁ ଦେବେ ଭୋଟ କଲେନି ସ୍ପଷ୍ଟ | କହିଲେ ସମୟ କହିବ କାହାକୁ ଦେବି ଭୋଟ ଏବେ ଠାରୁ କହିହେବନି । ସେପଟେ ଗତକାଲି ବିଧାୟକ ଙ୍କୁ ଡ଼ାକି ଆଲୋଚନା କରିଥିଲେ ନବୀନ ଏପଟେ ଆଜି ବିଜେଡି ବିଧାୟିକା ସୁଭାଷିନୀ ଜେନାଙ୍କ ଏଭଳି ମନ୍ତବ୍ୟକୁ ନେଇ ବଢିଲା ଚର୍ଚ୍ଚା।
ରାଜ୍ୟସଭା ରେସରେ ଚତୁର୍ଥ ଆସନ ପାଇଁ ବିଗ୍ ଫାଇଟ୍। ରୋଚକ ସ୍ଥିତିରେ ରାଜ୍ୟସଭା ନିର୍ବାଚନ। ଚତୃର୍ଥ ଆସନ ପାଇଁ ବିଜେପି ଓ ବିଜେଡି କଂଗ୍ରେସ ମେଣ୍ଟ ଭିତରେ ବଢୁଛି ଛକାପଞ୍ଝା। । ଚତୃର୍ଥ ଆସନ ପାଇଁ ଦିଲ୍ଲୀପ ରାୟ ବନାମ ଦତ୍ତେଶ୍ୱର ହୋତା। ବିଜେପିର ସମର୍ଥନ ପାଇବା ପରେ ଦିଲ୍ଲୀପଙ୍କ ପାଖରେ ଅଛି ୨୨ ବିଧାୟକଙ୍କ ସମର୍ଥନ । ବିଜୟ ପାଇଁ ଦିଲ୍ଲୀପଙ୍କୁ ଦରକାର ଆଉ ୮ ବିଧାୟକଙ୍କ ସମର୍ଥନ । ବିଜେଡିର ଦୁଇ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କ ସମର୍ଥନ ଦିଲ୍ଲୀପଙ୍କ ଆଡକୁ ରହିବା ସଂକେତ ମିଳିଛି । ଏହାରି ଭିତରେ ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କ ସହ କଂଗ୍ରେସ ବିଧାୟିକ ସୋଫିଆ ଫିର୍ଦ୍ଦୋଷ ଦତ୍ତ୍ୱେଶ୍ୱରଙ୍କ ଅଙ୍କ ବିଗାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଓଡ଼ିଶାର ଏହି ୪ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ହେବ ହେବ ନିର୍ବାଚନ । ତେବେ ଛକାପଞ୍ଝା ରାଜନୀତି ଭିତରେ କିଏ ଚତୁର୍ଥ ଆସନରେ ବାଜି ମାରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର।
ପଢନ୍ତୁ ଏହି ଖବର: ରାଜ୍ୟସଭା ସମୀକରଣର ମନ୍ତ୍ର ବତାଇଲେ ଶାହ, ରାଜ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତ ହେଲା ରଣନୀତି

Related Topics
Explore more stories