Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାମଚନ୍ଦ୍ର କାଡାମ କଂଗ୍ରେସ ବିଧାୟକ ଦଳ ନେତା 

Smruti Parija
Browse all articles by Smruti Parija
·1 year ago
ରାମଚନ୍ଦ୍ର କାଡାମ କଂଗ୍ରେସ ବିଧାୟକ ଦଳ ନେତା 

ଭୁବନେଶ୍ୱର: ରାମଚନ୍ଦ୍ର କାଡାମ କଂଗ୍ରେସ ବିଧାୟକ ଦଳ ନେତା ।  ଏନେଇ ଏଆଇସିସି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରୁ 3 ଥରର ବିଧାୟକ ହେଉଛନ୍ତି ରାମ କାଡାମ । ପ୍ରଥମ ଥର ବିଧାୟକ ହୋଇଥିବା ଅଶୋକ ଦାସଙ୍କୁ ବିଧାୟକ ଦଳ ଉପନେତା ଭାବେ ଦାୟିତ୍ୱ ଦିଆଯାଇଛି ।  ସେହିପରି ବିଧାୟକ ରାଜନ ଏକ୍କା ହେଲେ କଂଗ୍ରେସ ଦଳ ମୁଖ୍ୟ ସଚେତକ। 
ସେପଟେ ଓଡିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC । AICC ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ ହୋଇଛି । ପିସିସି ଓ କାର୍ଯ୍ୟକାରୀ କମିଟିକୁ ଭଙ୍ଗ କରାଯାଇଛି । ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ ସ୍ତରୀୟ କମିଟି ମଧ୍ୟ ଭାଙ୍ଗି ଦିଆଯାଇଛି । ବର୍ତ୍ତମାନର ଜିଲ୍ଲା ସଭାପତିଙ୍କୁ କାମଚଳା ସଭାପତି ଦାୟିତ୍ୱ ଦିଆଯାଇଛି । 

ସର୍ବଦଳୀୟ ବୈଠକରେ ଯୋଗ ଦେଲେନି କଂଗ୍ରେସର କୌଣସି ବିଧାୟକ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ramachandra Kadam is the leader of the Congress MLA party | Argus News