Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିରଳ ପ୍ରଜାତିର ପେଚା ଉଦ୍ଧାର ବିରଳ

Ritu Das
Browse all articles by Ritu Das
·1 year ago
ବିରଳ ପ୍ରଜାତିର ପେଚା ଉଦ୍ଧାର ବିରଳ

ବିରଳ ପ୍ରଜାତିର ଧଳା ପେଚା ଉଦ୍ଧାର। କଟକ ଜିଲ୍ଲା ସାଲେପୁର ବଜାରରେ ଆଜି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଏକ ଧଳା ପେଚାଟି ଦିନ ବେଳେ ବସା ଛାଡି ପଳାଇ ଆସିଥିଲା ତାକୁ କୁଆମାନେ ଦେଖି ଆକ୍ରମଣ କରୁଥିବାରୁ ପେଚାଟି ଭୟରେ ଏକ ଦୋକାନ ଭିତରକୁ ପଶିଆସି ଥିଲା। ବଜାରର କିଛି ଲୋକମାନେ ପେଚାଟିକୁ ଉଦ୍ଧାର କରିଥିଲେ।


ଦିନ ହୋଇଥିବାରୁ ପେଚା ଛୁଆଟି କୁଆଡେ ଯାଇ ନପାରିବାରୁ କୁଆ ମାନେ ପେଚା ଛୁଆଟିକୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାରକରି ରଖିଥିଲା ବେଳେ ସନ୍ଧ୍ୟାରେ ନିକଟସ୍ଥ ଜଙ୍ଗଲରେ ଛାଡ଼ିବେ ବୋଲି ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored