Raseshwari Panigrahi / ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ଆଜି ଅନ୍ତ୍ୟେଷ୍ଟି, ରାଜଘାଟରେ ଶେଷ ଦର୍ଶନ
·7 months ago·2 min read

Key Points
ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ
ଆଜି ତାଙ୍କର ହେବ ଅନ୍ତିମ ସଂସ୍କାର
ଆଜି ତାଙ୍କର ହେବ ଅନ୍ତିମ ସଂସ୍କାର
ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ଆଜି ତାଙ୍କର ହେବ ଅନ୍ତିମ ସଂସ୍କାର । ଚିକିତ୍ସାଧୀନ ଅବସ୍ଥାରେ କାଲି ରାତିରେ ହୋଇଛି ପରଲୋକ । ସୋମବାର ୭୯ ବର୍ଷ ବୟସରେ ରାତିରେ ତାଙ୍କର ପରଲୋକ ହୋଇଛି । ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ।
ସମ୍ବଲପୁର ଶାନ୍ତିନଗର ସ୍ଥିତ ଘରେ ଚାଲିଥିଲା ଚିକିତ୍ସା । ତାଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପତି , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ । ମୃତ୍ୟୁ ପରେ ରାସ୍ୱେଶ୍ୱରୀ ପାଣିଗ୍ରାହୀଙ୍କ ଚକ୍ଷୁଦାନ କରାଯାଇଛି । ଡାକ୍ତରୀ ଦଳ ଆସି ତାଙ୍କ ଆଖି ସଂଗ୍ରହ କରି ନେଇଛନ୍ତି ।
ସୂଚନା ଥାଉକି, ୨୦୧୪ରେ ସମ୍ବଲପୁର ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ସମ୍ୱଲପୁରରୁ ଜିତିଥିଲେ । ସମ୍ୱଲପୁରକୁ ଅବହେଳା ଅଭିଯୋଗ ଆଣି ରାଜନୀତିରୁ ସନ୍ନ୍ୟାସ ନେଇଥିଲେ । ୨୦୨୪ରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେଇ ରାଜନୀତିଠୁ ଦୂରରେ ରହି ସାମାଜିକ କାର୍ୟ୍ୟରେ ନିୟୋଜିତ ଥିଲେ ।
ପଢ଼ନ୍ତୁ ଏହି ଖବର: ଆଉ ନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା, ୮୭ ବର୍ଷ ବୟସରେ ହେଲା ଦେହାନ୍ତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ । ଜଣେ ଦକ୍ଷ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ସେବା କରିଛନ୍ତିବୁର୍ଲା ଭିମସାର ଓ ସମ୍ବଲପୁରରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଥିଲେ । ସେପଟେ ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀ ପୁର୍ବରୁ ଚକ୍ଷୁଦାନ ପାଇ ଘୋଷଣା କରିଥିଲେ । ଗତକାଲି ମୃତ୍ୟ ପରେ ରାତିରେ ବୁର୍ଲା ଭିମସାର ଚକ୍ଷୁ ବିଭାଗ ଡାକ୍ତରୀ ଟିମ ପହଚି ଚକ୍ଷୁ ସଂଗ୍ରହ କରିଥିଲେ । ଏହି ଚକ୍ଷୁ ୨ ଜଣ କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ।
Related Topics
Explore more stories